ତୁ ହେବୁ ରାଣୀ ମୁ ହେବିତ ରଜା
Athra Fagune Bajibalo Baja Odia Song Lyrics
ତୁ ହେବୁ ରାଣୀ ମୁ ହେବିତ ରଜା
ଏଥର ଫଗୁଣେ ବାଜୀବଲ ବାଜା
ତୁ ହେବୁ ରାଣୀ ମୁ ହେବିତ ରଜା
ମୁଁ ଯିବି ତ ଗାଁକୁ ପାଗଡ଼ି ବାନ୍ଧି ଲ ପାଗଡ଼ି ବାନ୍ଧି
ନୂଆ ପାଲିଙ୍କି ହଉଚି ସଜା
ନୂଆ ପାଲିଙ୍କି ହଉଚି ସଜା
(Music)
ମୁଁ ଆସିବି ତଘରକୁ ରୋଷଣୀ କରି
ତୋ ଦୁଆରେ ବଜାଇ ଦେବି ଯୋଡି ମହୁରୀ
ମୁଁ ଆସିବି ତଘରକୁ ରୋଷଣୀ କରି
ତୋ ଦୁଆରେ ବଜାଇ ଦେବି ଯୋଡି ମହୁରୀ
ଏଥର ଫଗୁଣେ ଗଢ଼ା ହେବ ବେଦି
କଉଡ଼ି ଖେଳିବୁ ହାତେ ହାତ ଛନ୍ଦି
ତୁ ସାଜିବୁ ମ ପାଇଁ ବୋହୁ ବୋହୁକାଲ ବୋହୁ ବହୁକା
ତୋତେ ଗହଣା ହେବଲ ଖଞ୍ଜା
ତୋତେ ଗହଣା ହେବଲ ଖଞ୍ଜା
(Music)
ଦିନ ଚାରୋଟି ଜୀବଲ ବିତି
ହବ ଚଉଠି
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି
ଦିନ ଚାରୋଟି ଜୀବଲ ବିତି ହବ ଚଉଠି
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି
ଏଥର ଫଗୁଣେ ନଥିବା ଟିକିଲି
ସିନ୍ଦୁର ନାଇଁ ତୁ ଦିଶିବୁ ସୁନ୍ଦରୀ
ତୁ ବସିବୁ ମପାଇଁ ...
ଚୁଲି ମୁଣ୍ଡରେ ଲୋ ଚୁଲି ମୁଣ୍ଡରେ
ବାସି ପଖାଳ ଲାଗିବ ମଜା
ବାସି ପଖାଳ ଲାଗିବ ମଜା
Athra Phagune Bajibalo Baja Odia Song Lyrics in English
Athara Phagune Baajibalo Baaja
Tu Hebu Rani Mu Hebi To Rajaa
Athara Phagune Baajibalo Baaja
Tu Hebu Rani Mu Hebi To Rajaa
Mu Jibi Ta Gaanku Pagadi Baandhi Baandhhi
Nuaa Paalinki Hauchi Saja
Nuaa Paalinki Hauchi Saja
(Music)
Mu Aasibi Ta Gharaku Susani Kari
Ta Duaare Bjaai Debi Judi Mahuri
Mu Aasibi Ta Gharaku Susani Kari
Ta Duaare Bjaai Debi Judi Mahuri
Athara Phagune Gadhha Haba Bedi
Kaudi Khelibu Haate Haata Chhandi
Tu Saajibu Ma Paain Bahu Bahuka La Bahu Bahuka
Tate Gahanaa Hebala Khanjaa
Tate Gahanaa Hebala Khanjaa
(Music)
Dina Chharuti Jibala Biti
Haba Chauthi
Jaliba Bati Prathama Raati Prathama Priti
Dina Chharuti Jibala Biti Haba Chauthi
Jaliba Bati Prathama Raati Prathama Priti
Athara Phagune Nathiba Tikili
Sindura Naaitu Disibu Sundari
Tu Basibu Mapaain ..
Chuli Mundare Lo Chuli Mundare
Baasi Pakhala Laagiba Majaa
Baasi Pakhala Laagiba Majaa