ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ହୋଇଛି ସେ ଗୁଲୁ ଗୁଲ.....
Jhulre nitai Jhul Lyrics
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ହୋଇଛି ସେ ଗୁଲୁ ଗୁଲ
ଗୋରା ଚାନ୍ଦ ମୋର
ହୋଇଛି ସେ ଗୁଲୁ ଗୁଲ
ଝୁଲରେ..... ଝୁଲରେ ....
ଝୁଲରେ.... ହୋ ହୋ ଝୁଲରେ..
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ....
ହୋଇଛି ସେ ଗୁଲୁ ଗୁଲ
ଗୋରା ଚାନ୍ଦ ମୋର
ହୋଇଛି ସେ ଗୁଲୁ ଗୁଲ
ଝୁଲରେ..... ଝୁଲରେ ....
ଝୁଲରେ.... ହୋ ହୋ ଝୁଲରେ..
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଗୋରା ଚାନ୍ଦ ମୋର କେଢେ ସୁନ୍ଦର
ଗଳେ ଶୋଭା ପାଏ ତୁଳସୀ ମାଳ
ନାମ ପ୍ରେମ ରସେ ହୁଏ ବିଭୋର
ସଭିଙ୍କୁ କରଇ ସଂସାରୁ ପାର
ହୋ ଗୋରା ଚାନ୍ଦ ମୋର କେଢେ ସୁନ୍ଦର
ଗଳେ ଶୋଭା ପାଏ ତୁଳସୀ ମାଳ
ନାମ ପ୍ରେମ ରସେ ହୁଏ ବିଭୋର
ସଭିଙ୍କୁ କରଇ ସଂସାରୁ ପାର
ନାଚୁଚି ଗାଉଚି ନାଚି ନଚାଉଚି
ନାଚୁଚି ଗାଉଚି ନାଚି ନଚାଉଚି
ହା ନବ ଦ୍ୱୀପ ହୁଲୁସ୍ତୁଲୁ ଗୋରା ଚାନ୍ଦ ମୋର
ନବ ଦ୍ୱୀପ ହୁଲୁସ୍ତୁଲୁ
ଝୁଲରେ..... ଝୁଲରେ ....
ଝୁଲରେ.... ହୋ ହୋ ଝୁଲରେ..
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ତରାଟୀ ଚାହାନ୍ତି ନଦିଆ ବାସୀ
ନବ ଚାନ୍ଦ ମୋର ଦିଅନ୍ତି ହସି
ହଁ ହରିବୋଲ ଦିଅ ଭକତ ବାସୀ
ହୁଳ ହୁଳି ଦିଅ ମା ମାଉସୀ
ତରାଟୀ ଚାହାନ୍ତି ନଦିଆ ବାସୀ
ନବ ଚାନ୍ଦ ମୋର ଦିଅନ୍ତି ହସି
ହରିବୋଲ ଦିଅ ଭକତ ବାସୀ
ହୁଳ ହୁଳି ଦିଅ ମା ମାଉସୀ
ହରିବୋଲ ଦିଅ ହୁଳ ହୁଳି ଦିଅ
ହରିବୋଲ ଦିଅ ହୁଳ ହୁଳି ଦିଅ
ବସନ୍ତ ବାଆ ସୁଲୁ ସୁଲୁ ଗୋରା ଚାନ୍ଦ ମୋର
ବସନ୍ତ ବାଆ ସୁଲୁ ସୁଲୁ
ଝୁଲରେ..... ଝୁଲରେ ....
ଝୁଲରେ.... ହୋ ହୋ ଝୁଲରେ..
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ହୋଇଛି ସେ ଗୁଲୁ ଗୁଲ
ଗୋରା ଚାନ୍ଦ ମୋର
ହୋଇଛି ସେ ଗୁଲୁ ଗୁଲ
Jhulre nitai jhul Lyrics in English
Jhulre nitaai jhul
Mo gauranga sundara pari jhul
Jhulre nitaai jhul
Mo gauranga sundara pari jhul
Jhuli jhuli aase nadiaa dandare
Jhuli jhuli aase nadiaa dandare
Hoichi se gulugul
Gora chanda mora
Hoichi se gulugul
Jhulre nitaai jhul
Mo gauranga sundara pari jhul
Jhulre nitaai jhul
Mo gauranga sundara pari jhul
Jhuli jhuli aase nadiaa dandare
Jhuli jhuli aase nadiaa dandare
Hoichi se gulugul
Gora chanda mora
Heoichi se gulugul
Jhuleeere Jhulre nitaai jhul
Mo egauranga sundarae pari jhul
Jheulre nitaai jhule
Meo gauranga sundara pari jhul
Gora chanda mora kede sundara
Gale sova paye tulasi maala
Hoo nama prema rase huye bibhor
Sabhinki karae sansaru tara
Nachuchi gauchi
Naachi nachaauchi
Nachuchi gauchi
Naachi nachaauchi
Nabadipa hulustul
Gora chandaa mora
Nabadipa hulustul
Jhulre hn nitaai jhul
Mo gauranga sundara pari jhul
Jhulre nitaai jhul
Mo gauranga sundara pari jhul