ନିଶ୍ୱାସ ମୋ ଛାଡିବା ଆଗରୁ.....
Chhadiki Paribi Tate Odia Song Lyrics
ଛାଡିକି ପାରିବି ତୋତେ
ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି
ଅପେଷା ର କାଳ ସରୁ ସରୁ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଖିରେ ଲେଖି ସପନ
ବହୁବର୍ଣ୍ଣ ଭବ୍ୟ ସମାହରେ
ଛାଡିକି ପାରିବି ତୋତେ
ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି
ଅପେଷା ର କାଳ ସରୁ ସରୁ
ଜୀବନ ବିବର୍ଣ୍ଣ ଯଦି
ରଙ୍ଗ ତାର ନ ଦେଖି ନୟନ
ବଞ୍ଚିବା ନିଷ୍ଫଳା ଯଦି
ତୋର ସ୍ମୃତି ନ ଆଣି କମ୍ପନ
କେମିତି ବା ବୁଝିବି
ଭାଷା ଶବ୍ଦ ସବୁ ଭୁଲୁ ନ ଥିଲା
ତୁ ମୋ ସମ୍ପର୍କ ଟି
କଷ୍ଟପ୍ରଦ ଅବୁଝା ଗଣିତ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଖିରେ ଲେଖି ସପନ
ବହୁବର୍ଣ୍ଣ ଭବ୍ୟ ସମାହରେ
ଛାଡିକି ପାରିବି ତୋତେ
ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି
ଅପେଷା ର କାଳ ସରୁ ସରୁ
କହିବାର ନାହିଁ ଶକ୍ତି
ବୟସର ବୟସ୍କ ଲଗନେ
ତୁହି ମୋ ରଜନୀଗନ୍ଧା
ଭନନ୍ଦର ସୌମ୍ୟ ଉପବନେ
କାରଣରେ ଭି ଜଳେତା
ନିରୀମୟ ହୃଦୟ
ହେ ମୋର ଅବୁଝା ସାଥି
ତୁହି ମୋର ନବ ସୂର୍ଯ୍ୟ ଉଦୟ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଛନ୍ନ କରିଛି ରୂପ ଚମତ୍କାର
ଦୁର୍ଲଭ ଜା ସର୍ବର୍ତ୍ତ ମହିରେ
ଆଖିରେ ଲେଖି ସପନ
ବହୁବର୍ଣ୍ଣ ଭବ୍ୟ ସମାହରେ
ଛାଡିକି ପାରିବି ତୋତେ
ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି
ଅପେଷା ର କାଳ ସରୁ ସରୁ
Chhadiki paribi tate odia song lyrics in English
Chhadiki Paribi Tate
Niswasa Mo Chhadiba Aagaru
Upekshya Paribi Kari
Apekshya Ra Kala Saru Saru
Achhanna Karichhi Rupa Chamatkara
Durlabha Jaa Sarbratra Mahire
Achhanna Karichhi Rupa Chamatkara
Durlabha Ja Sarbratra Mahire
Aankhire Lekhi Sapana
Bahubarna Bhabya Samahare
Chhadiki Paribi Tate
Niswasa Mo Chhadiba Aagaru
Upekshya Paribi Kari
Apekshya Ra Kala Saru Saru
Jeebana Bibarna Jadi
Ranga Tora Na Dekhi Nayana
Banchiba Nisphula Jadi
Tora Smruti Na Aani Kampana
Kemiti Ba Bujhaibi
Bhasa Sabda Sabu Bhulunthita
To Mo Samparka Ti
Kastaprada Abujha Ganita
Achhanna Karichhi Rupa Chamatkara
Durlabha Ja Sarbratra Mahire
Achhanna Karichhi Rupa Chamatkara
Durlabha Ja Sarbratra Mahire
Aankhire Lekhi Sapana
Bahubarna Bhabya Samahare
Chhadiki Paribi Tate
Niswasa Mo Chhadiba Aagaru
Upekshya Paribi Kari
Apekshya Ra Kala Saru Saru
Kahibara Nahin Sakti
Bayasara Bayaska Lagane
Tuhi Mo Rajani Gandha
Bhabanara Soumya Upabane
Karanare Bhi Jaleta
Nirimaya Niriha Hrudaya
He Mora Abujha Sathi
Tuhi Mora Naba Surya Udaya
Achhanna Karichhi Rupa Chamatkara
Durlabha Ja Sarbratra Mahire
Achhanna Karichhi Rupa Chamatkara
Durlabha Ja Sarbratra Mahire
Aankhire Lekhi Sapana
Bahubarna Bhabya Samahare
Chhadiki Paribi Tate
Niswasa Mo Chhadiba Aagaru
Upekshya Paribi Kari
Apekshya Ra Kala Saru Saru
Here is Tabe of Chhadiki Paribi Tate Lyrics
Chhadiki Paribi Tate Lyrics which you are looking for is an Odia Love song sung by Satyajeet and Lopa Mudra. Music composed by Prem Anand. Sarat Kumar Dash has written the lyric of the Chhadiki Paribi Tate song. Beautiful Odia Song.
The music video of the song was released on 13th November 2020 on the Tarang Music Youtube Channel. The video is starring Subashis and Sangita (Khusi) and is directed by Aswin Tripathy. This song is a Tarang Music Presentation. All credit goes to his owner.