ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି.......   

Maa go tulasi devi odia bhajan

[ମାଗୋ ତୁଳସୀ ଦେବୀ] Maa go tulasi devi odia bhajan lyrics 


ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ 

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ

ମାଗୋ ତୁଳସୀ ଦେବୀ

ମୂଳରେ ତୁମର ଗଙ୍ଗା ରହିଛନ୍ତି

ମୂଳରେ ତୁମର ଗଙ୍ଗା ରହିଛନ୍ତି

ଡାଳରେ ବିଷ୍ଣୁଙ୍କ ବାସ

ପତ୍ରରେ ତୁମର ଦେବତାଙ୍କ ଘର

ପୂଣ୍ୟ ତୁମ ଚଉପାସ

ମାଗୋ ତୁଳସୀ ଦେବୀ 

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ


[ମିଉଜିକ]


ସତ୍ୟଯୁଗେ ତୁମ ନାମ ସତ୍ୟବତୀ

ସତ୍ୟଯୁଗେ ତୁମ ନାମ ସତ୍ୟବତୀ

ତ୍ରେତୟା ଯୁଗେ ମାଲତି

ତ୍ରିପୁରା ଯେ ନାମ ଦ୍ୱାପରେ ଯୁଗରେ

କଳିଯୁଗେ ବୃନ୍ଦାବତୀ

ମାଗୋ ତୁଳସୀ ଦେବୀ 

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ


[ମିଉଜିକ]


ପ୍ରଭାତରୁ ଉଠି ତୁମ ମୁଖ ଦେଖି

ପ୍ରଭାତରୁ ଉଠି ତୁମ ମୁଖ ଦେଖି

ହୁଏ ସର୍ବ କାର୍ଜ୍ୟେ ଶୁଭ

ଓଦା ବସ୍ତ୍ର ପିନ୍ଧି ସେବା କଲେ  ତୁମ 

ହୁଏ ବୈକୁଣ୍ଠ ଲାଭ


ମାଗୋ ତୁଳସୀ ଦେବୀ 

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ


[ମିଉଜିକ]


ତୁଳସୀର ମାଳ ତୁଳସୀର ଚୁଳ

ତୁଳସୀର ମାଳ ତୁଳସୀର ଚୁଳ

ତୁଳସୀ ପ୍ରିୟ ଜେ ହରି

ତୁଳସୀ ସେବିଲେ ସବୁଦୁଖଃ ପରା

ହରି ନେଇଯାନ୍ତି ହରି



ମାଗୋ ତୁଳସୀ ଦେବୀ 

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ ଦେବୀ

ତୁମେ ଶ୍ରୀକୃଷ୍ଣ ପ୍ରାଣ ବଲ୍ଳଭି

ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ

ମାଗୋ ତୁଳସୀ ଦେବୀ


Maa go tulasi devi odia bhajan lyrics in English

Maago tulasi devi
Maago tulasi devi
Tume srikrushna praana ballabhi
Maago tulasi devi
Maago tulasi devi


Mulare tumara gangaa rahichanti
Mulare tumara gangaa rahichanti
Daalare bishnunka baasa
Patrare tumara debataanka ghara
Punya tuma chaupaasa


Maago tulasi devi
Tume srikrushna praana ballabhi
Maago tulasi devi
Maago tulasi devi

........ Music .........

Satya juge tuma naama satyabati
Satya juge tuma naama satyabati
Tretayaa juge maalati 
Tripuraa je naama dwapara jugare
Kalijuge brundaabati


Maago tulasi devi
Tume srikrushna praana ballabhi
Maago tulasi devi
Maago tulasi devi


........ Music .......

Prabhaataru uthi tuma mukha dekhi
Prabhaataru uthi tuma mukha dekhi
Hue sarba kaarjye subha 
Odaa bastra pindhi sebaa kale tuma
Hue baikuntha laabha


Maago tulasi devi
Tume srikrushna praana ballabhi
Maago tulasi devi
Maago tulasi devi

....... Music ........


Tulasira maala tulasira chula 
Tulasira maala tulasira chula
Tulasi priya je hari
Tulasi sebile sabudukha paraa


Hari neijaanti hari
Maago tulasi devi
Tume srikrushna praana ballabhi
Maago tulasi devi


Tume srikrushna praana ballabhi
Maago tulasi devi
Maago tulasi devi
Maago tulasi devi

Maa go tulasi devi odia bhajan lyrics

SongMaa Go Tulasi Devi
SingerNamita Agrawal
AlbumMaa Go Tulasi Devi
LyricsBijay Malla
MusicSaroj Ratha
Music LabelSidharat Music
ProducerSitaram Agrawal