ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି.......
[ଥିରି ଥିରି କରି ଖେଳୁଥା] Thiri Thiri Kari Odia Bhajan Lyrics
ଥିରି ଥିରି କରି ଖେଳୁଥା ଦୋଳିଲୋ ବଉଳ ମାଳି
ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି
ଥିରି ଥିରି କରି ଖେଳୁଥା ଦୋଳିଲୋ ବଉଳ ମାଳି
ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି
ଦୋଳି ଯେବେ ଛିଡିବ, କିଏ ତାକୁ ଯୋଡିବ
ଚହଳ ଯିବ ପଡି.......
ବନ୍ଧୁ ପରିଜନ ଯିବେ ଦଉଡିଲୋ ବଉଳମାଲି
ଥିରି ଥିରି କରି ଖେଳୁଥା ଦୋଳିଲୋ ବଉଳ ମାଳି
ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି
[ମିଉଜିକ]
ଦୋଳି ଝୁଲୁଥିବା ଯାଏ ତୁ ଉଡ଼ା ଚଢେଇ
ଦୋଳି ଛିଡ଼ିଗଲେ ହବୁ ଭଙ୍ଗା ମାଟି କଣ୍ଢେଇ
ଜୀବନେ ଏମିତି ନିଦ ଆସେ ଗୋଟିଏ ଥର
ଯେଉଁ ଖଟରେ ଶୋଇଲେ ହୁଏ ନାହିଁ ସକାଳ
ନାଁ ତାର କୋକେଇ ଗାଁ ତାର ମଶାଣି
ସାହା ପାଳ ଦଉଡ଼ି........
ଗଲା ଯିଏ ଆସେ ନାହିଁ ବାହୁଡ଼ିଲୋ ବଉଳ ମାଳି
ଥିରି ଥିରି କରି ଖେଳୁଥା ଦୋଳିଲୋ ବଉଳ ମାଳି
ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି
[ମିଉଜିକ]
ଏ ଦେହ ତୋର ଗଛ ଦୋଳି ପରା ଜୀବନ
ଦୋଳିର ବଇରୀ ହେଲା ଅଣଚାଷ ପବନ
ଶୁଖିଲା ପତର ପରି ନେଇ ଯିବ ଉଡେଇ
ଧରମ ନିକିତି ଦେଇ ତୋତେ ଦବ ଘୋଡେଇ
ଏ ପାଖରେ ପାପକୁ ସେପାଖରେ ପୂଣ୍ୟ ଲୋ
କରିବେ ଦୁହେଁ କଳି .......
ଭାରି ହବ ଯିଏ ହବୁ ତାହାରି ଲୋ ବଉଳ ମାଳି
ଥିରି ଥିରି କରି ଖେଳୁଥା ଦୋଳିଲୋ ବଉଳ ମାଳି
ଦୋଳି ଯିବ ଦିନେ ଗଛରୁ ଛିଡିଲୋ ବଉଳ ମାଳି
ଦୋଳି ଯେବେ ଛିଡିବ, କିଏ ତାକୁ ଯୋଡିବ
ଚହଳ ଯିବ ପଡି.......
ବନ୍ଧୁ ପରିଜନ ଯିବେ ଦଉଡିଲୋ ବଉଳମାଲି
ଭାରି ହବ ଯିଏ ହବୁ ତାହାରି ଲୋ ବଉଳ ମାଳି
Thiri Thiri Kari Odia Bhajan Lyrics in English
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
Doli jebe chidiba , Kie taku jodiba
Chahala jiba paid.....
Bandhu parijana jibe daudilo baula maali
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
.... Music.......
Doli jhulu thibaa jaae tu udaa chadehi
Doli chidigale habu bhanga maati kandhei
Jibane emiti Dina aase gotie thara
Jeu khatare soile hue naahi sakala
Naa tara kokei gaan tara masaani
Saahaa pala daudi.......
Galaa jie aase nahi bahudilo baulamaali
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
...... Music.....
E deha tora gacha Doli paraa jibana
Dolira bairi helaa anachasa pabana
Sukhilaa patara pari nei jiba udei
Dharama nikiti dei tote daba ghodei
E paakhare paapaku sepaakhare punyalo
Karibe duhe Kali......
Bhaari haba jie habu taaharilo baula maali
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
Thiri Thiri kari kheluthaa Dolilo baulamaali
Doli jiba dine gacharu chidilo baulamaali
Doli jebe chidiba , Kie taku jodiba
Chahala jiba paid.....
Bandhu parijana jibe daudilo baula maali
Bhaari haba jie habu taaharilo baulamaali